ଉଚ୍ଛେଦ ହେବ ୟୁଜିସି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏବେ ବିଶ୍ୱବିଦ୍ୟାଳୟ ମଂଜୁରି ଆୟୋଗ (ୟୁଜିସି)କୁ ଉଚ୍ଛେଦ କରିବାକୁ ଯୋଜନା କରୁଛନ୍ତି। ଏହା ବଦଳରେ ଉଚ୍ଚ ଶିକ୍ଷା ଆୟୋଗ (ଏଚ୍‌ଇସି) ଗଠନ କରିବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଚିଠା ଆଇନ ଜାରି କରିଛି। ଏଥିରେ ୧୯୫୬ ମସିହାର ୟୁଜିସି ବ୍ୟବସ୍ଥାକୁ ଉଚ୍ଛେଦ କରି ଉଚ୍ଚ ଶିକ୍ଷା କମିସନ ଗଠନ ଦ୍ୱାରା ଶିକ୍ଷା ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ କରିବାକୁ ଗୁରୁତ୍ୱାରୋପ କରାଯାଇଛି। ତେବେ ଚିଠା … Continue reading ଉଚ୍ଛେଦ ହେବ ୟୁଜିସି